Get a reply from this employer
Your resume and cover letter, tailored to exactly what they’re hiring for.
ଆପଣ କଣ ଗବେଷଣା ପ୍ରତି ଆଗ୍ରହୀ ଏବଂ ଜାତୀୟ ଓ ସ୍ଥାନୀୟ ଭୂଗୋଳ ବିଷୟରେ ଭଲ ଧାରଣା ରଖୁଥିବା ଜଣେ ସୂକ୍ଷ୍ମଦର୍ଶୀ ବ୍ୟକ୍ତି? ଏହି ଫ୍ରିଲାନ୍ସ ଅବସର ଆପଣଙ୍କୁ ନିଜ ଗତିରେ ଏବଂ ଘରରୁ କାମ କରିବା ସୁଯୋଗ ଦେଉଛି।
ଆଜି ଆମ ସହିତ ଯୋଗ ଦିଅନ୍ତୁ ଏବଂ ବିଶ୍ୱରେ ପରିବର୍ତ୍ତନ ଆଣୁଥିବା ଏକ ଗତିଶୀଳ ଓ ନବପ୍ରଯୁକ୍ତିମୂଳକ ଦଳର ଅଂଶ ହୁଅନ୍ତୁ!
ଆମର ବିଶ୍ୱବ୍ୟାପୀ AI ସମୁଦାୟ (କମ୍ଯୁନିଟି) ହେଉଛି ୧ ମିଲିୟନ୍ ରୁ ଅଧିକ ବିଭିନ୍ନ ପୃଷ୍ଠଭୂମିର ଅଂଶଗ୍ରାହୀଙ୍କ ଏକ ଜୀବନ୍ତ ନେଟୱାର୍କ, ଯେଉଁମାନେ ଗ୍ରାହକମାନଙ୍କୁ ଉତ୍ତମ AI ମଡେଲ୍ ତିଆରି କରିବା ପାଇଁ ତଥ୍ୟ ସଂଗ୍ରହ, ଉନ୍ନତି, ପ୍ରଶିକ୍ଷଣ, ଅନୁବାଦ ଓ ସ୍ଥାନୀୟକରଣରେ ସହଯୋଗ କରନ୍ତି। ଏହି ଆଗକୁ ବଢୁଥିବା ସମୁଦାୟର ଅଂଶ ହୁଅନ୍ତୁ ଏବଂ ବିଶ୍ୱର ସର୍ବବୃହତ୍ ବ୍ରାଣ୍ଡମାନେ ବ୍ୟବହାର କରୁଥିବା ମେସିନ୍ ଲର୍ଣିଂ ମଡେଲ୍ କୁ ସମର୍ଥନ ଦେଇ ପ୍ରଭାବ ସୃଷ୍ଟି କରନ୍ତୁ।
ଏହି ଭୂମିକା ପାଇଁ ଆବେଦନ କରିବାକୁ ପୂର୍ବ ଅନୁଭବ ଆବଶ୍ୟକ ନାହିଁ, ତଥାପି ମୌଳିକ ଆବଶ୍ୟକତା ଅନୁସରଣ ଓ ଏକ ମାନକ ମୂଲ୍ୟାଙ୍କନ ଦେଇ ଯିବା ଆବଶ୍ୟକ। ଏହା ଏକ ଅଂଶକାଳୀନ ଦୀର୍ଘ ଅବଧି ଯୁକ୍ତ ପ୍ରକଳ୍ପ ଓ ଗୁଣମାନ ନିୟନ୍ତ୍ରଣ ପରୀକ୍ଷା ଅଧୀନ ରହିବ।
ଚୟନ ପାଇଁ ଆପଣ ଏକ ଖୋଲା ପୁସ୍ତକ ପରୀକ୍ଷା ଦେବେ ଯାହା ଆପଣଙ୍କ ଯୋଗ୍ୟତା ନିର୍ଣ୍ଣୟ ରେ ଉପଯୋଗୀ ହେବ। ପରିଚୟ ପରୀକ୍ଷା ମଧ୍ୟ ହେବ। ଦଳ ଆପଣଙ୍କୁ ନିର୍ଦ୍ଦେଶ ଓ ଟ୍ରେନିଂ ସାମଗ୍ରୀ ଯୋଗାଇ ଦେବ। ଆପଣ ପରୀକ୍ଷା ଏକ ସମୟ ସୀମା ଭିତରେ ତଥା ନିଜ ଇଚ୍ଛା ଅନୁଯାୟୀ ଦେବେ।
ଵେଦଭାବ ଛାଡ ଚୁକ୍ତିଭିତ୍ତିକ ଏକ ଆବେଦନ ନିଷ୍ପତି ହେବ। TELUS Digital AI ରେ ଆମେ ସମାନ ସୁଯୋଗ ଦେବା ଓ ଭିନ୍ନତା ଓ ଅନ୍ତର୍ଭୁକ୍ତି ଗଠନରେ ଗର୍ବୀତ ଓ ପ୍ରତିଭାଗୀ ଅଛୁ। ଚୟନ ପ୍ରକ୍ରିୟା ଯୋଗ୍ଯତା ଓ ନିର୍ଦ୍ଦେଶ ଉପରେ ଆଧାରିତ।